ଐତିହାସିକ ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡି ଟଙ୍କା ଚୋରି

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଉପକଣ୍ଠ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଗଡ଼-ଖୋର୍ଦ୍ଧାରେ ଥିବା ଚାରିଶହ ପଚାଶ ବର୍ଷରୁ ଅଧିକ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଗତ ୯ ତାରିଖ ସକାଳେ ମନ୍ଦିରର ପୂଜକ ମନ୍ଦିର ଖୋଲିବା ବେଳେ ମନ୍ଦିରର ମୁଖ୍ୟ ଫାଟକ ଭାଙ୍ଗିଥିବା ଦେଖିଥିଲେ। ଏହାପରେ ମନ୍ଦିର ଭିତରକୁ ଯାଇ ଅନ୍ୟ ସାମଗ୍ରୀ ଯାଞ୍ଚ କରିବା ବେଳେ ମନ୍ଦିର ହୁଣ୍ଡି … Continue reading ଐତିହାସିକ ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡି ଟଙ୍କା ଚୋରି